ବରଷା ଆସିଲେ ହସେ ବନଲତା ହସୁଛି ଗିରି କନ୍ଦର ସବୁଜ ଶ୍ଯାମଳ ଉଲ୍ଲସି ଉଠଇ ବରଷା ଆସିଲେ ହସେ ବନଲତା ହସୁଛି ଗିରି କନ୍ଦର ସବୁଜ ଶ୍ଯାମଳ ଉଲ୍ଲସି ଉଠଇ
ଶୁଦ୍ଧ ପରିମଳ ବାଷ୍ପ ଭାରତର ବିଲମାଳ ଉପୁଜଇ ଶସ୍ଯ ଅପ୍ରମିତ ଶୁଦ୍ଧ ପରିମଳ ବାଷ୍ପ ଭାରତର ବିଲମାଳ ଉପୁଜଇ ଶସ୍ଯ ଅପ୍ରମିତ